death-child

ରାଜ୍ୟ

ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଜୀବନ, ନର୍ସିଂହୋମରେ ଭଙ୍ଗାରୁଜା

ନିଆଳି,୨୫ ଅଗଷ୍ଟ : କଟକ ଜିଲ୍ଲା ନିଆଳି ଅଂଚଳରେ ଥିବା ନର୍ସିଂହୋମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁଲ ଇଞ୍ଜେକ୍ସନ କାରଣରୁ ଜଣେ ୯ ବର୍ଷର ବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, ନିଆଳି ଅଂଚଳର ଜଣେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଏକ ନର୍ସିଂହୋମରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ବାଳିକାଟିକୁ ଏକ ଇଞ୍ଜେକ୍ସନ ଦେଇଥିଲେ ।ଇଞ୍ଜେକ୍ସନ ନେବା ପରେ ବାଳିକାଟିର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ...